Meaning : ଜୈନ ମତାନୁସାରେ ମରଣ ସମୟ ପାଖେଇ ଆସିବା ଜାଣି ଖାଦ୍ୟପାନୀୟର ପରିତ୍ୟାଗ
							Example : 
							ଜୈନ ଧର୍ମାବଲମ୍ବୀମାନେ ଅନଶନକୁ ପବିତ୍ର ବୋଲି ମାନନ୍ତି
							
Translation in other languages :
Meaning : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
							Example : 
							ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
							
Translation in other languages :
A voluntary fast undertaken as a means of protest.
hunger strike