Subscribe
URL of the page has been copied to clipboard.
Meaning : ପୂଜାର ଅଯୋଗ୍ୟ
Example : ଦକ୍ଷିଣ ଭାରତରେ ଶୁଙ୍ଘା ଯାଇଥିବା ଫୁଲକୁ ଅପୂଜ୍ୟ ବିଚାର କରାଯାଏ
Synonyms : ଅନର୍ଘ୍ୟ, ଅପୂଜନୀୟ
Translation in other languages :हिन्दी
पूजा के अयोग्य।
Meaning : ଯେ ଆଦର ବା ସମ୍ମାନର ଯୋଗ୍ୟ ନୁହେଁ
Example : ଲୋକ ଭୟରେ ଅନାଦରଣୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଆଦର କରନ୍ତି
Synonyms : ଅନାଦରଣୀୟ, ଅପୂଜନୀୟ, ଅମାନନୀୟ, ଅମାନ୍ୟ, ଅସମ୍ମାନନୀୟ
Translation in other languages :हिन्दी English
जो आदर या सम्मान के योग्य न हो।
Unworthy of respect.
Install App