Meaning : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
							Example : 
							ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ  ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
							
Synonyms : ଆଦି, ଆରମ୍ଭ, ପ୍ରାରମ୍ଭ
Translation in other languages :
An event that is a beginning. A first part or stage of subsequent events.
inception, origin, origination