Meaning : ଜୀବନର ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ
							Example : 
							ଗାନ୍ଧିଜୀ ଆଜୀବନ ସମାଜସେବା କରୁଥିଲେ
							
Synonyms : ସାରାଜୀବନ
Translation in other languages :
जीवन के आरम्भ से लेकर अंतिम समय तक।
गाँधीजी जीवनपर्यन्त समाज सेवा करते रहे।Meaning : ଶେଷ ସମୟ ପର୍ଯ୍ୟନ୍ତ
							Example : 
							ଗାନ୍ଧିଜୀ ଶେଷଜୀବନ ପର୍ଯ୍ୟନ୍ତ ସଦାଚାର ପାଳନ କରୁଥିଲେ
							
Synonyms : ଅନ୍ତିମଜୀବନ, ଶେଷଜୀବନ