Meaning : ଯାହାର ଦୋଷାରୋପ କରାଯାଇଛି (ଅପରାଧ)
							Example : 
							ତା ଉପରେ ଆରୋପିତ ଦୋଷାପରାଧ ମିଛ ଥିଲା
							
Translation in other languages :
Meaning : ଲଗାଯାଇଥିବା ବା ରୋପଣ କରାଯାଇଥିବା
							Example : 
							ସବୁ ରୋପିତ ଗଛ ବଞ୍ଚିଗଲା
							
Synonyms : ରୋପାଯାଇଥିବା, ରୋପିତ, ଲଗାଯାଇଥିବା
Translation in other languages :
Set in the soil for growth.
planted