Meaning : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା
							Example : 
							ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ
							
Synonyms : ସନ୍ତସନ୍ତିଆ ଅବସ୍ଥା
Translation in other languages :
Meaning : ଓଦା ହେବାର କ୍ରିୟା ବା ଭାବ
							Example : 
							ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା
							
Synonyms : ଓଦା ପଣଅବସ୍ଥା, ସିକ୍ତତା