Meaning : କପଟ ବା ଆବରଣ ହଟାଇବା
							Example : 
							ଚଞ୍ଚଳା କଚେରୀରେ ତା ଶଶୁରଘର ଲୋକଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କଲା
							
Synonyms : ନଗ୍ନ କରିବା
Translation in other languages :
Meaning : ଶରୀରରୁ ବସ୍ତ୍ର କାଢ଼ିବା
							Example : 
							ମାଆଟି ଶିଶୁକୁ ଗାଧୋଇଦେବାପାଇଁ ଲଙ୍ଗଳା କରୁଥିଲା
							
Synonyms : ଲଙ୍ଗଳା କରିବା
Translation in other languages :
Meaning : ସବୁକିଛି ଛଡ଼ାଇନେବା
							Example : 
							ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
							
Synonyms : ଲଙ୍ଗଳା କରିବା
Translation in other languages :