Meaning : ତରଳ କିମ୍ବା ଗ୍ୟାସ ହୋଇନଥିବା କୌଣସି ନିଶ୍ଚିତ ଆୟତନ ଏବଂ ଆକାର ଥିବା ବସ୍ତୁ
							Example : 
							ପଦାର୍ଥ  କଠିନ, ତରଳ ଏବଂ ଗ୍ୟାସ ଏଭଳି ତିନୋଟି ଅବସ୍ଥାରେ ମିଳେ
							
Synonyms : କଠିନ ପଦାର୍ଥ
Translation in other languages :
वह जो निश्चित आयतन एवं आकार का हो या ना तरल हो ना गैस।
पदार्थ ठोस, द्रव और गैस इन तीन अवस्थाओं में पाया जाता है।Meaning : ସେହି ସ୍ଥିତି ଯେଉଁଥିରେ କୌଣସି କାମ କରିବାପାଇଁ କିଛି ବିଘ୍ନ ବା ବାଧା ହୁଏ
							Example : 
							ଏହି ପରିସ୍ଥିତିରେ କାମ କରିବା ମୋପାଇଁ କଠିନ ହେଉଛି
							
Translation in other languages :
A condition or state of affairs almost beyond one's ability to deal with and requiring great effort to bear or overcome.
Grappling with financial difficulties.Meaning : ନିଶ୍ଚିତ ଆୟତନ ଏବଂ ଆକାରର ଯାହା ତରଳ ନୁହେଁ କିମ୍ବା ଗ୍ୟାସ ନୁହେଁ
							Example : 
							ପଥର ଏକ କଠିନ ପଦାର୍ଥ
							
Translation in other languages :
Meaning : ଯାହା ଶୀଘ୍ର ବୁଝି ହୁଏ ନାହିଁ
							Example : 
							ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
							
Translation in other languages :
Difficult to analyze or understand.
A complicated problem.Meaning : ଚଟାଣର ବା ଚଟାଣ ସଂବନ୍ଧୀୟ
							Example : 
							ପଥୁରିଆ ଜାଗାରେ ଖୋଦନ କରିବା କିଛି କଠିନ ହୁଏ
							
Translation in other languages :
Meaning : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
							Example : 
							ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
							
Translation in other languages :
जिसका व्यवहार कठोर हो या जो कठोर व्यवहार करता हो।
हमारे प्रधानाचार्यजी सख्त हैं,वे सभी बच्चों के साथ बहुत ही सख़्ती से पेश आते हैं।Meaning : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							Example : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
Synonyms : କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ, ତେଢ଼ା
Translation in other languages :
Difficult to analyze or understand.
A complicated problem.