Meaning : ଯାହା କହିବା ଯୋଗ୍ୟ
							Example : 
							ଆପଣ ଏହି କଥାକୁ ଡେଙ୍ଗୁରାପିଟି କାହିଁକି କହିବୁଲୁଛନ୍ତି, ଏହା କଥନୀୟ ନୁହେଁ
							
Synonyms : କଥ୍ୟ, କହିବା ଯୋଗ୍ୟ, କହିବାର କଥା
Translation in other languages :
Meaning : ଯାହା ବର୍ଣ୍ଣନା କରିବା ଯୋଗ୍ୟ
							Example : 
							ଆଜି ଯାହା କିଛି ବି ମୋ ସହିତ ଘଟିଲା ତାହା ବର୍ଣ୍ଣନୀୟ
							
Translation in other languages :
Capable of being described.
describable