Meaning : ଯାହାର ଆଖି ପଦ୍ମ ଭଳି ସୁନ୍ଦର
							Example : 
							ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
							
Synonyms : ଅରବିନ୍ଦ ନୟନ, କମଳନେତ୍ର, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ
Translation in other languages :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।