Meaning : କୁଟିଳତାପୂର୍ଣ୍ଣ ବ୍ୟବହାର କରିବା ବ୍ୟକ୍ତି
							Example : 
							କୁଟିଳ ବ୍ୟକ୍ତିର ହୃଦୟ କଥା କେହି ଜାଣିପାରେ ନାହିଁ
							
Translation in other languages :
Meaning : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
							Example : 
							ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା  ତାର ହସ କୁଟିଳ ଥିଲା
							
Synonyms : କପଟପୂର୍ଣ୍ଣ, କପଟମୟ, ଛଦ୍ମମୟ, ଛଳନାପୂର୍ଣ୍ଣ, ଛଳନାମୟ
Translation in other languages :
Intended to deceive.
Deceitful advertising.