Meaning : ଖରାପ ବା ନିନ୍ଦନୀୟ ଚରିତ୍ରର
							Example : 
							ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
							
Synonyms : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
Translation in other languages :
Unrestrained by convention or morality.
Congreve draws a debauched aristocratic society.