Meaning : ଯେଉଁ ଚିତ୍ତବୃତ୍ତିଦ୍ୱାରା ମନୁଷ୍ୟ ଅନ୍ୟଦ୍ୱାରା ଦିଆ ଯାଉଥିବା କଷ୍ଟ ସହିନିଏ ଏବଂ ତାହାର ପ୍ରତିକାର ବା ଦଣ୍ଡ ଇଚ୍ଛା କରେନାହିଁ
							Example : 
							କ୍ଷମା ବୀରର ଆଭୂଷଣରାମ ନିଜ ଭାଇର ହତ୍ୟାକାରୀକୁ କ୍ଷମା କରିଦେଲା
							
Synonyms : ତିତିକ୍ଷା
Translation in other languages :
Compassionate feelings that support a willingness to forgive.
forgivenessMeaning : କ୍ଷମା କରିବାର କାର୍ଯ୍ୟ ଯାହା ଦାନଶ୍ରେଣୀରେ ଆସିଥାଏ
							Example : 
							ରାଜା ଦୁଷ୍ଟମନ୍ତ୍ରୀଙ୍କୁ କ୍ଷମା ଦେଲେ
							
Translation in other languages :