Meaning : ଶରତ ଓ ଶୀତଦିନେ ଦେଖା ଯାଉଥିବା ଏକ ପକ୍ଷୀ
							Example : 
							ଏକ ଲୋକକଥା ଅନୁସାରେ ନାଗଫଣା ଉପରେ ବସିଥିବା ଖଞ୍ଜନ ଦେଖିଲେ ଶୁଭ ହୋଇଥାଏ
							
Synonyms : କଜଳ ପାତିଆ ପକ୍ଷୀ, କାଳକଣ୍ଠ
Translation in other languages :
Old World bird having a very long tail that jerks up and down as it walks.
wagtailMeaning : ଖଞ୍ଜନ ପକ୍ଷୀ ରଙ୍ଗର ଘୋଡ଼ା
							Example : 
							ଶତ୍ରୁପକ୍ଷର ଅଧିକାଂଶ ସୈନିକ ଖଞ୍ଜନ ଉପରେ ସବାର ହୋଇଥିଲେ
							
Translation in other languages :