Meaning : ଯେଉଁଥିରେ ପ୍ରବାହ ଅଛି ବା ଯାହା ବହିଚାଲିଛି
							Example : 
							ପ୍ରବାହିତ ଜଳରେ ରୋଗଜୀବାଣୁ ବଢ଼ିପାରନ୍ତି ନାହିଁ
							
Synonyms : ଗତିମାନ, ପ୍ରବାହମାନ, ପ୍ରବାହଶୀଳ, ପ୍ରବାହିତ, ବହିଯାଉଥିବା
Translation in other languages :
Meaning : ଯାହାର ଗତି ଅଛି ବା ଯେ ଚଳମାନ
							Example : 
							ଯନ୍ତ୍ରଟି ଗତିଶୀଳ ଅବସ୍ଥାରେ ଅଛି  ସମୟ ସବୁବେଳେ ଗତିଶୀଳ
							
Synonyms : ଅବିରାମ, ଗତିପୂର୍ଣ୍ଣ, ଗତିବାନ୍, ଚଳଚଞ୍ଚଳ, ଚଳମାନ୍
Translation in other languages :