Meaning : ଜିଭରେ ଚାଟିବା କ୍ରିୟା ବା ଭାବ
							Example : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
Synonyms : ଅବଲେହନ
Translation in other languages :
Meaning : ପୋଛିପାଛି ଖାଇବା
							Example : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
Synonyms : ପୋଛିପାଛି ଖାଇବା, ଲେହନ କରିବା
Translation in other languages :
Meaning : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							Example : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
Translation in other languages :
Meaning : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							Example : 
							କୁକୁର ମାଲିକର ହାତ ଚାଟୁଛି
							
Synonyms : ଲେହନ କରିବା
Translation in other languages :