Meaning : ଛାପିକରି ଲୋକଙ୍କ ସାମନାକୁ ଆଣିବା
							Example : 
							ସେ ତାଙ୍କ କବିତା ଖବରକାଗଜରେ ଛପାଇଲେ
							
Synonyms : ପ୍ରକାଶିତ କରାଇବା
Translation in other languages :
Meaning : ଲେଖା ଆଦିକୁ ପ୍ରକାଶିତ କରିବା
							Example : 
							ସେ ଏବେ ସୁଦ୍ଧା ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି
							
Synonyms : ପ୍ରକାଶିତ କରିବା, ମୁଦ୍ରଣ କରିବା
Translation in other languages :