Meaning : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
							Example : 
							ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
							
Synonyms : ଅଙ୍ଗଭଙ୍ଗୀ, ଇଙ୍ଗିତ, ସଂକେତ
Translation in other languages :
A deliberate and vigorous gesture or motion.
gesticulation