Meaning : କିଷ୍କିନ୍ଧ୍ୟାର ବାନର ରାଜା ଯେ ସୁଗ୍ରୀବଙ୍କ ବଡ଼ ଭାଇ ଓ ଅଙ୍ଗଦଙ୍କ ପିତା ଥିଲେ
							Example : 
							ଭଗବାନ ରାମ ବାଳୀକୁ ମାରିଥିଲେ
							
Synonyms : କପିନ୍ଦ୍ର, ତାରାନାଥ, ବାଳୀ, ସୁଗ୍ରୀବାଗ୍ରଜ
Translation in other languages :
An imaginary being of myth or fable.
mythical beingMeaning : ଶ୍ରୀରାମଙ୍କର ମିତ୍ର ଥିବା ଏବଂ ରାମ - ରାବଣ ଯୁଦ୍ଧରେ ରାମଙ୍କୁ ବହୁତ ସହାୟତା କରିଥିବା ବାନର ମାନଙ୍କର ରାଜା
							Example : 
							ସୁଗ୍ରୀବ କିଷ୍କିଦାର ଅଧିପତି ଥିଲେ
							
Synonyms : ଅର୍କତନୟ, ତାରାନାଥ, ମର୍କଟପାଳ, ସୁଗ୍ରୀବ
Translation in other languages :
An imaginary being of myth or fable.
mythical being