Meaning : ଯାହାର ପାଟିରେ ଦାନ୍ତ ନ ଥାଏ
							Example : 
							ବାର୍ଦ୍ଧକ୍ୟ ଆସିବାରୁ ଜେଜେ ପାକୁଆ ହୋଇଗଲେ
							
Synonyms : ଦାନ୍ତଶୂନ୍ୟ, ପାକୁଆ
Translation in other languages :
Meaning : ଯାହା ମୁହଁରେ ଦାନ୍ତ ନାହିଁ
							Example : 
							ଦାନ୍ତହୀନ ଶିଶୁ ଖାଦ୍ୟକୁ ଗିଳିଦିଏ  ନବଜାତ ଶିଶୁ ଦନ୍ତହୀନ
							
Translation in other languages :