Meaning : ଅର୍ଜୁନଙ୍କ ଶଙ୍ଖ
							Example : 
							ଅର୍ଜୁନ ଦେବଦତ୍ତ ଶଙ୍ଖ ବଜାଇ ଯୁଦ୍ଧ ଆରମ୍ଭ କରିବାପାଇଁ ଘୋଷଣା କଲେ
							
Synonyms : ଦେବଦତ୍ତ ଶଙ୍ଖ
Translation in other languages :
Meaning : ଦେବତାଙ୍କୁ ଅର୍ପଣ କରାଯାଇଥିବା ବା ଦେବତାଙ୍କ ନିମିତ୍ତ ଦିଆଯାଇଥିବା ବସ୍ତୁ
							Example : 
							ଏହି ମନ୍ଦିରରେ ସଂଧ୍ୟାସୁଦ୍ଧା ଅନେକ ଦେବଦତ୍ତ ବସ୍ତୁ ଏକତ୍ର ହୋଇଯାଏ
							
Synonyms : ଦେବଦତ୍ତ ବସ୍ତୁ
Translation in other languages :
देवता को अर्पित की गई या देवता के निमित्त दी गई वस्तु।
इस मंदिर में शाम तक बहुत सारा देवदत्त एकत्र हो जाता है।Meaning : ଗୌତମବୁଦ୍ଧଙ୍କର ଜଣେ କକାପୁଅ ଭାଇ
							Example : 
							ଗୌତମ ଦେବଦତ୍ତଙ୍କ ତୀରରେ ଆହତ ହଂସର ପ୍ରାଣ ରକ୍ଷାକଲେ
							
Translation in other languages :