Meaning : ଯେଉଁ ଉପକରଣରେ ଗୋଟିଏ ବସ୍ତୁ ଏଭଳି ଭାବେ ଲାଗିଥାଏ ଯାହା ଗୁରୁତ୍ବାକର୍ଷଣ ପ୍ରଭାବରେ ସ୍ବତନ୍ତ୍ର ଭାବେ ଝୁଲିପାରେ
							Example : 
							କେତେକ ଘଣ୍ଟାରେ ଦୋଳକ ଲାଗିଥାଏ
							
Synonyms : ପେଣ୍ଡୁଲମ
Translation in other languages :
An apparatus consisting of an object mounted so that it swings freely under the influence of gravity.
pendulum