Subscribe
URL of the page has been copied to clipboard.
Meaning : ନିଶା ହେବାଲାଗି ତମାଖୁ,ସୁରତୀ ଆଦିକୁ ଜଳାଇକରି ଏହାକୁ ବାରମ୍ବାର ପାଟିରେ ଟାଣିକରି ଧୁଆଁ ନେଇ ବାହାର କରିବାର କାର୍ଯ୍ୟ
Example : ଧୁମ୍ରପାନ ଶରୀର ପାଇଁ ହାନିକାରକ
Synonyms : ଧୁମ୍ର-ପାନ, ଧୁମ୍ରପାନ, ସ୍ମୋକିଙ୍ଗ୍
Translation in other languages :हिन्दी English
नशे आदि के लिए तबाकू, सुरती आदि को सुलगाकर उसे बार-बार मुँह से खींचकर धुँआ मुँह में लेने और बाहर निकालने की क्रिया।
The act of smoking tobacco or other substances.
Meaning : ସୁଶ୍ରୁତଙ୍କ ଅନୁସାରେ କିଛି ବିଶିଷ୍ଟ ପ୍ରକାରର ଔଷଧଗୁଡିକର ଧୂଆଁ ଯାହାକୁ ନଳ ଦ୍ବାରା ରୋଗୀକୁ ସେବନ କରିବାକୁ ଦିଆଯାଉଥିଲା
Example : ରୋଗୀର ଧୁମ-ପାନରେ ଅନେକ ଲାଭ ହୁଏ
Synonyms : ଧୁମ ପାନ, ଧୁମ-ପାନ, ଧୁମପାନ, ଧୁମ୍ର-ପାନ, ଧୁମ୍ରପାନ
Translation in other languages :हिन्दी
सुश्रुत के अनुसार कुछ विशिष्ट प्रकार की औषधियों का धुआँ जो नल द्वारा रोगी को सेवन कराया जाता था।
Install App