Meaning : ସୁନାରୁପା ଆଦିର ଅତି ପତଳା ପାତ
							Example : 
							ମିଠେଇଗୁଡ଼ିକୁ ରୁପାର ପାତ ଲଗେଇ ସଜାଯାଇଛି
							
Synonyms : ପାତ
Translation in other languages :
Meaning : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
							Example : 
							ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
							
Translation in other languages :