Meaning : ଯାହା ମାଧ୍ୟମରେ କୌଣସି କାର୍ଯ୍ୟ ସଂପୂର୍ଣ୍ଣ ଭାବରେ କରାଯାଏ
							Example : 
							ଭୋଜନ ମୁଖର ମାର୍ଗ ଦେଇ ପେଟରେ ପହଞ୍ଚେ
							
Translation in other languages :
A way especially designed for a particular use.
pathMeaning : ଯାହା ଉପରେ ବା ଯାହାର ଅନୁସରଣରେ ଜଣେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରେ
							Example : 
							ଉଡ଼ାଜାହାଜର ବି ସ୍ୱତନ୍ତ୍ର ମାର୍ଗ ଅଛି
							
Translation in other languages :
Any artifact consisting of a road or path affording passage from one place to another.
He said he was looking for the way out.