Meaning : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା
							Example : 
							ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ
							
Synonyms : ପରାଜୟବରଣ କରିବା, ପରାସ୍ତ ହେବା, ହାରିବା
Translation in other languages :
युद्ध, खेल, प्रतियोगिता आदि में प्रतिपक्षी के सामने विफल होना।
महाभारत के युद्ध में कौरव हारे।