Meaning : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
							Example : 
							ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
							
Translation in other languages :
Meaning : କାଳ ବା ସମୟର ସବୁଠାରୁ ଛୋଟ ମାପ
							Example : 
							ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
							
Translation in other languages :
Meaning : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
							Example : 
							କ୍ଷଣେ ଆରାମ କରି ଆଗକୁ ବଢ଼ିବା
							
Synonyms : କ୍ଷଣେ, ମୁହୂର୍ତ୍ତମାତ୍ର
Translation in other languages :
A very short time (as the time it takes the eye to blink or the heart to beat).
If I had the chance I'd do it in a flash.