Meaning : ଏକ ପ୍ରକାରର ପାଲିଙ୍କି
							Example : 
							ବର ପାଲିଙ୍କିରେ ବସିଥିଲା
							
Translation in other languages :
Meaning : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
							Example : 
							କନ୍ୟା ସବାରୀରେ ବସିଛି
							
Translation in other languages :
Meaning : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
							Example : 
							ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
							
Synonyms : ଶିବିକା
Translation in other languages :