Meaning : ଏକ ପାହାଡ଼ୀ ରାଗ
							Example : 
							ସଙ୍ଗୀତଜ୍ଞ ପାହାଡ଼ୀ  ରାଗ ଶୁଣାଇ ସମସ୍ତଙ୍କ ଠାରୁ ବାହାବାହା ଲୁଟିନେଲେ
							
Synonyms : ପାହାଡ଼ିଆ, ପାହାଡ଼ିଆ ରାଗ, ପାହାଡ଼ୀ ରାଗ
Translation in other languages :
Meaning : ଗୋଟିଏ ଭାଷା
							Example : 
							ପାହାଡ଼ୀ ଭାଷାର ଅନେକ ରୂପ
							
Synonyms : ପାହାଡ଼ୀ ଭାଷା
Translation in other languages :