Meaning : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି
							Example : 
							ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
							
Synonyms : ଜାତି
Translation in other languages :
Meaning : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
							Example : 
							ଭାରତରେ ବିଭିନ୍ନ ପ୍ରକାରର ଆମ୍ବ  ମିଳେ
							
Translation in other languages :
(biology) taxonomic group whose members can interbreed.
species