Meaning : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
							Example : 
							ତୁମରି ଫାନ୍ଦରେ କେହିବି ଫସିଯିବ
							
Synonyms : କୌଶଳ, ଚାଲ୍, ଜାଲ, ଫାନ୍ଦ
Translation in other languages :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।Meaning : ଦଉଡ଼ିରେ ତିଆରି ହୋଇଥିବ ଗଣ୍ଡା ଯାହାଦ୍ୱାରା ଜୀବଜନ୍ତୁ ବନ୍ଧାହୁଅନ୍ତି କିମ୍ବା କଷି ହୋଇ ବାଂଧି ଦେଲେ ମରିଯାଆନ୍ତି
							Example : 
							ଶିକାରୀ ଠେକୁଆକୁ ଫାଶରେ ବାନ୍ଧି ଦେଲା
							
Translation in other languages :
Meaning : ଯେଉଁ ଫାଶଭଳି ରସିକୁ ଫିଙ୍ଗି ପଶୁଙ୍କୁ ଅକ୍ତିଆର କରାଯାଏ
							Example : 
							ଶିକାରୀ ଫାଶ ଧରି ଜଙ୍ଗଲରେ ବୁଲୁଥିଲା
							
Translation in other languages :
Meaning : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
							Example : 
							ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
							
Translation in other languages :