Meaning : ଜଳର କଠିନ ରୂପ
							Example : 
							ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ ପାଣି ବରଫରେ ପରିଣତ ହୁଏ
							
Synonyms : ହିମ
Translation in other languages :
Meaning : ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
							Example : 
							ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
							
Translation in other languages :