Meaning : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
							Example : 
							ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
							
Synonyms : ବାରଂଡା
Translation in other languages :
Meaning : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
							Example : 
							ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
							
Translation in other languages :
Projection that extends beyond or hangs over something else.
overhang