Meaning : ଯେ ବିବେକୀ ନୁହେଁ ବା ଯାହାର ଭଲ ଖରାପର ଜ୍ଞାନ ନାହିଁ
							Example : 
							ଅବିବେକୀ କଂସ ଭଗବାନ କୃଷ୍ଣଙ୍କୁ ମାରିବାକୁ ଅନେକ ପ୍ରୟାସକଲା ମାତ୍ର ସଫଳ ହୋଇପାରିଲା ନାହିଁ
							
Synonyms : ଅଜ୍ଞାନୀ, ଅବିଚାରୀ, ଅବିବେକୀ, ଅବୋଧ
Translation in other languages :
Lacking sense or discretion.
His rattlebrained crackpot ideas.