Meaning : ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
							Example : 
							ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
							
Synonyms : ବଣିଜ, ବେପାର-ବାଣିଜ୍ୟ, ବ୍ୟବସାୟ
Translation in other languages :
Buying or selling securities or commodities.
trading