Meaning : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା
							Example : 
							ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି
							
Synonyms : ଡରିବା, ଭୟଭୀତ ହେବା
Translation in other languages :
Be afraid or feel anxious or apprehensive about a possible or probable situation or event.
I fear she might get aggressive.