Meaning : ଜଣେ ରାକ୍ଷସ
							Example : 
							ମତ୍ତ ମାଲ୍ୟବାନର ପୁତ୍ର ଥିଲା
							
Translation in other languages :
Meaning : ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
							Example : 
							ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
							
Synonyms : "ମଦୋନ୍ମତ୍ତ, ପ୍ରମତ୍ତ, ମତୁଆଲା, ମଦମସ୍ତ, ମଦାନ୍ଧ
Translation in other languages :
Stupefied or excited by a chemical substance (especially alcohol).
A noisy crowd of intoxicated sailors.