Meaning : ଦେବତା ଏବଂ ଅସୁରମାନେ ଯେଉଁ ପର୍ବତ ସାହାଯ୍ୟରେ ସମୁଦ୍ର ମନ୍ଥନ କରିଥିଲେ ବୋଲି ହିନ୍ଦୁଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି
							Example : 
							ଦେବାସୁରମାନେ ମନ୍ଦରାଚଳଦ୍ୱାରା ସମୁଦ୍ର ମନ୍ଥନ କରିଥିଲେ
							
Synonyms : ମନ୍ଦର ଗିରି, ମନ୍ଦରାଚଳ
Translation in other languages :