Meaning : ନିଆଁ ଉପରେ ରଖିବା କାରଣରୁ ବାଷ୍ପ ହେବା
							Example : 
							ଚା ତିଆରି କରିବା ପାଇଁ ଚୂଲିରେ ବସେଇଥିବା ପାଣି ବାଷ୍ପୀଭୂତ ହୋଇଗଲା
							
Synonyms : ବାଷ୍ପୀଭୂତହେବା
Translation in other languages :
Meaning : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ
							Example : 
							ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା
							
Synonyms : ମରିବା
Translation in other languages :