Meaning : ଯେଉଁ ରାଜାଙ୍କ ରାଜ୍ୟ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ
							Example : 
							ଦଶରଥ ଜଣେ ଚକ୍ରବର୍ତ୍ତୀରାଜା ଥିଲେ
							
Synonyms : ଚକ୍ରବର୍ତ୍ତୀରାଜା
Translation in other languages :
वह राजा जिसका राज्य बहुत दूर-दूर तक फैला हो।
दशरथ एक चक्रवर्ती राजा थे।