Meaning : ମାଟି ଲଗାଇ ମାଜିବା
							Example : 
							ଜେଜେ ସ୍ନାନକରିସାରି ସୂର୍ଯ୍ୟଦେବତାଙ୍କୁ ଜଳ ଦେବାପାଇଁ ଢାଳକୁ ମାଜୁଛନ୍ତି
							
Synonyms : ଘଷି ପରିଷ୍କାର କରିବା
Translation in other languages :
Meaning : ମଇଳା ଛଡ଼େଇବା ବା ଚକ୍ଚକ୍ କରିବା ପାଇଁ କୌଣସି ବସ୍ତୁକୁ ରଗଡ଼ିବା
							Example : 
							ଗାଁଲୋକେ ବାସନକୁସନକୁ  ପାଉଁଶ ବା ମାଟିରେ ମାଜନ୍ତି
							
Synonyms : ମାଜକରିବା
Translation in other languages :
मैल छुड़ाने या चिकना करने के लिए किसी वस्तु को रगड़ना।
गाँव के लोग बरतन को राख या मिट्टी से माँजते हैं।