Meaning : ପ୍ରତି ମାସ ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ପତ୍ରିକା ଆଦି
							Example : 
							ଏହି ମାସିକ ପତ୍ରିକା ଜ୍ୟୋତିଷ ଆଧାରିତ
							
Translation in other languages :
A periodical that is published every month (or 12 issues per year).
monthlyMeaning : ପ୍ରତ୍ୟେକ ମାସର
							Example : 
							ଆମର ବିଦ୍ୟାଳୟର ମାସିକ ଶୁଳ୍କ ଶହେ ଟଙ୍କା  ଏହି ପତ୍ରିକାରେ କେତେକ ମହତ୍ତ୍ୱପୂର୍ଣ୍ଣ କାମର ମାସିକ ବିବରଣୀ ଦିଆଯାଇଛି
							
Translation in other languages :
Meaning : ପ୍ରତ୍ୟେକ ମାସରେ ଥରେ ବା ମାସମାସଧରି ହେଉଥିବା
							Example : 
							ଏହି ମନ୍ଦିରରେ ମାସିକ ରାମକଥାର ଆୟୋଜନ ହୁଏ
							
Translation in other languages :
महीने में एक बार या हर महीने होनेवाला।
इस मंदिर में मासिक रामकथा का आयोजन होता है।