Meaning : ନିଉତ୍ତର କରିବା ବ୍ୟକ୍ତି
							Example : 
							ସେ ତା ପ୍ରତିଦ୍ୱନ୍ଦୀକୁ ମୁହଁତୋଡ଼ ଜବାବ ଦେଲା
							
Synonyms : ମୁହଁତୋଡ଼, ମୁହାଁମୁହିଁ
Translation in other languages :
Meaning : ଯେ ଅନୁଚିତ ବା କଟୁକଥା କହିବାରେ ସଂକୋଚ କରେନାହିଁ
							Example : 
							ମୁହଁଟାଣ ବ୍ୟକ୍ତି କାହାରିକୁ କିଛି ବି କହିପାରେ
							
Synonyms : ମୁହେଁମୁହେଁ କଥାକୁହା
Translation in other languages :