Meaning : ମଜୁରିଆକୁ ମିଳୁଥିବା ମଜୁରି
							Example : 
							ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
							
Synonyms : ପାରିଶ୍ରମିକ, ମଜୁରି
Translation in other languages :
Something that remunerates.
Wages were paid by check.Meaning : ମୂଲିଆ କାମ
							Example : 
							ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
							
Synonyms : ମଜୁରି
Translation in other languages :
Meaning : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
							Example : 
							ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
							
Synonyms : ପାରିଶ୍ରମିକ, ମଜୁରି
Translation in other languages :
Something that remunerates.
Wages were paid by check.