Meaning : ଯେଉଁ ବିଶିଷ୍ଟ ଏବଂ ଅସାଧାରଣ ମାନସିକ ଶକ୍ତି ବା ଗୁଣଦ୍ୱାରା ମଣିଷ କୌଣସି କାମରେ ବହୁତ ଅଧିକ ଯୋଗ୍ୟତାପୂର୍ଣ୍ଣ କାମ କରି ଦେଖାଇଥାଏ
							Example : 
							ସ୍ୱାମୀ ବିବେକାନନ୍ଦଙ୍କଠାରେ ଅଦ୍ଭୁତ ପ୍ରତିଭା ଥିଲା
							
Synonyms : ପ୍ରତିଭା
Translation in other languages :
Meaning : ଦକ୍ଷ ପ୍ରଜାପତିଙ୍କ ଜଣେ କନ୍ୟା
							Example : 
							ମେଧାଙ୍କ ବର୍ଣ୍ଣନା ପୁରାଣରେ ମିଳେ
							
Translation in other languages :
An imaginary being of myth or fable.
mythical being