Meaning : ମୋହ ବା ଭ୍ରମରେ ପଡ଼ିବା
							Example : 
							ଭଗବାନଙ୍କର ମୋହିନୀ ରୂପ ଦେଖିକରି ନାରଦ ମୋହିତ ହୋଇଗଲେ
							
Synonyms : ଅଭିମୂର୍ଚ୍ଚିତ, ବଶୀକୃତ, ବଶୀଭୂତ, ମୁଗ୍ଧ
Translation in other languages :
Having your attention fixated as though by a spell.
fascinated, hypnotised, hypnotized, mesmerised, mesmerized, spell-bound, spellbound, transfixedMeaning : କାହାପ୍ରତି ଅତ୍ୟଧିକ ଅନୁରକ୍ତ ହେବା
							Example : 
							ସାଂସାରିକ ବସ୍ତୁଗୁଡ଼ିକ ମନକୁ ଆସକ୍ତ କରି କ୍ଷଣିକ ସୁଖ ପ୍ରଦାନକରେ
							
Translation in other languages :
Compulsively or physiologically dependent on something habit-forming.
She is addicted to chocolate.