Meaning : ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାର କ୍ରିୟା
							Example : 
							ରାମଙ୍କ ଅଯୋଦ୍ଧା ପ୍ରସ୍ଥାନ କରିବାର ସମାଚାର ଶୁଣି ସମସ୍ତ ନଗରବାସୀଙ୍କୁ ଗଭୀର ଆଘାତ ଲାଗିଲା
							
Translation in other languages :
Meaning : କୌଣସି ପ୍ରାଣୀ, ବସ୍ତୁ ଆଦି ଏକ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବା ପାଇଁ ଯାତ୍ରାକରିବା
							Example : 
							ମନ୍ତ୍ରୀ ମହୋଦୟ ଏବେ ଏଠାରୁ ପ୍ରସ୍ଥାନ କରିବେ
							
Synonyms : ଗମନକରିବା, ପ୍ରସ୍ଥାନ କରିବା
Translation in other languages :
किसी प्राणी का एक स्थान से दूसरे स्थान पर पहुँचने के लिए चलना।
मंत्री महोदय अब यहाँ से जाएँगे।Meaning : ବୁଲିବାପାଇଁ କୌଣସି ସ୍ଥାନକୁ ଯିବା
							Example : 
							ଆପଣ କେବେ ଆମେରିକା ଯାଇଛନ୍ତି?
							
Synonyms : ବୁଲିଯିବା, ଭ୍ରମଣ କରିବା, ଯାତ୍ରା କରିବା
Translation in other languages :
Meaning : ବ୍ୟାପ୍ତ ହେବା ବା ବ୍ୟବହାରଯୋଗ୍ୟ ହେବା
							Example : 
							ଏହି ରାସ୍ତା କେଉଁ ଆଡକୁ ଯାଇଛି?
							
Synonyms : ପ୍ରସାରିତ ହେବା, ବ୍ୟାପ୍ତ ହେବା
Translation in other languages :
Meaning : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
							Example : 
							ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
							
Synonyms : ଗମନ କରିବା, ଚାଲିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା
Translation in other languages :