Meaning : କାହାରି ସଙ୍ଗେ ରହିବା ବା ପଛରେ ଲାଗିବା କାରଣରୁ ଅନ୍ୟଦ୍ୱାରା ହଇରାଣ ହେବାରୁ ରକ୍ଷା ପାଇବା
							Example : 
							ଅତିକଷ୍ଟରେ ଆମେ ତାଠାରୁ ରକ୍ଷା ପାଇଲୁ
							
Synonyms : ପିଛାରୁ ବିରତ ହେବା
Translation in other languages :
किसी के साथ रहने या पीछे लगने के कारण तंग होने से बचना।
बमुश्किल हमने उससे पिंड छुड़ाया।Meaning : ଖରାପ ଦଶାରୁ ଭଲ ଦଶାକୁ ଆସିବା
							Example : 
							ସରୋଜର ଚାକିରି ହୋଇଯିବାରୁ ତା ଘର ରକ୍ଷା ପାଇଗଲା
							
Synonyms : ସମ୍ଭାଳି ଯିବା
Translation in other languages :