Meaning : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
							Example : 
							ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
							
Synonyms : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ
Translation in other languages :
Systematic training by multiple repetitions.
Practice makes perfect.Meaning : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
							Example : 
							କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
							
Synonyms : ଅଭ୍ୟାସ, ଆବୃତ୍ତି, ବାରମ୍ବାର ପାଠ
Translation in other languages :