Meaning : କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
							Example : 
							ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ
							
Synonyms : କନ୍ଦା-କଟା, କାନ୍ଦ, କ୍ରନ୍ଦନ, ବିଳାପ
Translation in other languages :
A cry of sorrow and grief.
Their pitiful laments could be heard throughout the ward.